କାଟଣ
ଦେଖଣା
କାଟଣ —
ଉଚ୍ଚାରଣ: Kāṭaṇa
ଦେ. ବି. (ସଂ. କଟ୍ଟନ; ପ୍ରା.କଟ୍ଟଣ; ତୁଳ. ଇଂ. କଟ୍=କାଟ) —
୧: ଗଢ଼ଣ —୧. Cut; make.
୨: କାଟିବା; କର୍ତ୍ତନ —୨. Cutting.
ପ୍ରାଦେ. (ଗଡ଼ଜାତ) ବିଣ —
୧: କର୍ମର. ଉପଯୁକ୍ତ — ୧. Fit for work.
୨: କର୍ମଠ; ପରିଶ୍ରମୀ —୨. Laborious.
(ଯଥା—ଏ ଗୋରୁଟି କାଟଣ ପଡ଼ିବ; ଏ ମୁଲିଆମାନେ ଖୁବ୍ କାଟଣ)