Jump to content

କାଟଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟଣା
ଉଚ୍ଚାରଣ: Kāṭaṇā
কাটা काठा

ଦେ. ବି. —

୧: ତରକାରୀ ପାଇଁ କଟା ହେବା ପରିବାପତ୍ର — ୧. Vegetables chopped ready for cooking.

୨: କାଟିବାର କ୍ରିୟା —୨. Act of cutting.

୩: ଗାଳିମନ୍ଦ — ୩. Imprecations; abuses.

୪: ସୂତା କାଟିବା —୪. Spinning (of thread).