କାଟଣାବାଟଣା
ଦେଖଣା
କାଟଣାବାଟଣା —
ଉଚ୍ଚାରଣ: Kāṭaṇābāṭaṇā
কাটাবাটা
ଦେ. ବି. (ସହଚର; ସଂ. କଟ୍ଟନ ଓ ବର୍ତ୍ତନ) —
ତରକାରୀ କରିବା ପାଇଁ ପରିବା ଆଦି କାଟିବା ଓ ବେଶର ଆଦି କାଟିବା କର୍ମ —The operations of chopping vegetables and pestling spices for cooking curry.