କାଟପାଣି
ଦେଖଣା
କାଟପାଣି —
ଉଚ୍ଚାରଣ: Kāṭapāṇi
ଦେ. ବି. —
୧: କୌଣସି ରୋଗ ନିବାରଣାର୍ଥ କିମ୍ବା କାମନା ପୂରଣ ନିମନ୍ତେ ଅଭିମନ୍ତ୍ରିତ ଜଳ; ମନ୍ତୁରା ପାଣି — ୧. Water consecrated by mantras for being used as medicine or charm.
୨: ବାଇଗଣ ଆଦି ଗଛରେ ଅତ୍ୟଧିକ ଫଳ ଫଳିବାପାଇଁ ଗଛମୂଳେ ଦିଆଯିବା ଅଭିମନ୍ତ୍ରିତ ଜଳ —୨. Charmed water sprinkled on plants with a view to their producing a bumper produce.
ଗୁଣି ପଣେ ତା ମୂଳେ ସେ ଦେଲେ କାଟପାଣି ଚିନ୍ତାମଣି. ବିକ୍ରମାଦିତ୍ୟ