Jump to content

କାଟବାଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟବାଟ
ଉଚ୍ଚାରଣ: Kāṭabāṭa

ଦେ. ବି. (ସଂ. କଟ୍ଟନ+କର୍ତ୍ତନ) —

୧: ରନ୍ଧନାର୍ଥ ପରିବା କାଟିବା ଓ ମସଲା ଆଦି ବାଟିବା କ୍ରିୟା — The acts of chopping vegetables and pestling spices or sauce for cooking.

୨: ରନ୍ଧନାଥ. ପ୍ରସ୍ତୁତ କଟା ପରିବା ଓ ବଟା ମସଲା — ୨. Chopped vegetable and pestled spices ready for cooking.