Jump to content

କାଟଲଗ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟଲଗ୍
ଉଚ୍ଚାରଣ: Kāṭlag
কাটলগ্ केटलगा

ବୈଦେ. ବି. (ଇଂ. କଟାଲୋଗ୍) —

୧: ପୁସ୍ତକାଗାର ବା ପୁସ୍ତକଭଣ୍ଡାରର ପୁସ୍ତକ ଲିଷ୍ଟ; ବହି ତାଲିକା —୧. Catalogue of books in a library or bookshop.

୨: ଭଣ୍ଡାରର ବା ଦୋକାନରେ ଥିବା ପଣ୍ୟାଦିର ମୂଲ୍ୟ ତାଲିକା — ୨. Catalogue or price list of commodities in a shop or store.