କାଟସିହା
ଦେଖଣା
କାଟସିହା —
ଉଚ୍ଚାରଣ: Kāṭasihā
ଦେ. ବି. (ମହାଜନି ଓ ଦୋକାନ ସିରସ୍ତା; ଏ ସିହା ଆବଶ୍ୟକ ସ୍ଥଳରେ କାଟକୁଟ ହୋଇ ଲେଖା ହେବାରୁ) —
ପ୍ରତିଦିନ ଯେଉଁ ବହିରେ ଜମାଖରଚ ଚଢ଼େ — Daily account book of business.