Jump to content

କାଟିକାଟି ହେବା (ପେଟ)

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟିକାଟି ହେବା (ପେଟ)
ଉଚ୍ଚାରଣ: Kāṭikāṭi hebā (peṭa)

ଦେ. ବି. —

ଉଦର ମଧ୍ୟରେ ଆମଜନିତ ପୀଡ଼ା ହେବା ବା ପେଟ କାମୁଡ଼ିବା — Aching felt in the abdomen due to dysentery.