Jump to content

କାଟୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟୁଣୀ
ଉଚ୍ଚାରଣ: Kāṭuṇī

ଦେ. ବି —

୧: ସୂତା କାଟିବାରେ ମଜୁରୀ ବା ପାରିଶ୍ରମିକ — ୧. Wages for spinning.

୨: (ପୁଂ. ଓ ସ୍ତ୍ରୀ) ସୂତା କାଟିବା ଲୋକ — ୨. A person who spins thread; spinner.

ଦେ. ବିଣ. ସ୍ତ୍ରୀ —

ସମ୍ପିବାରେ ଅଭ୍ୟସ୍ତା (ସ୍ତ୍ରୀ) — (female) Habituated to calling bad names abusive (woman).

ପ୍ରାଦେ. (ସମ୍ବଲପୁର) ବିଣ —

କାଟ୍ଣୀ (ଦେଖ) Kāṭṇī (See)