କାଟୁ କରିବା
ଦେଖଣା
କାଟୁ କରିବା —
ଉଚ୍ଚାରଣ: Kāṭu karibā
ଦେ. କ୍ରି. —
୧: ଫଳପ୍ରଦ ହେବା — ୧. To be effectual.
୨: ଲକ୍ଷ୍ୟ ବସ୍ତୁରେ ବାଜିବା; ଲକ୍ଷ୍ୟଭେଦ କରିବା — ୨. To hit the target; to answer the intended purpose.
କାଟୁ କରିବା —
ଉଚ୍ଚାରଣ: Kāṭu karibā
ଦେ. କ୍ରି. —
୧: ଫଳପ୍ରଦ ହେବା — ୧. To be effectual.
୨: ଲକ୍ଷ୍ୟ ବସ୍ତୁରେ ବାଜିବା; ଲକ୍ଷ୍ୟଭେଦ କରିବା — ୨. To hit the target; to answer the intended purpose.