କାଟେଣିଛୁଆ
ଦେଖଣା
କାଟେଣିଛୁଆ —
ଉଚ୍ଚାରଣ: Kāṭeṇichhuā
ଦେ. ବି. —
ଓଡ଼ିଶାରେ ଉତ୍ପାଦିତ ହେଉଥିବା ଛୋଟ ଛୋଟ ନଇନ୍ତାଳ୍ ଆଳୁ — Tiny Nainital potatoes grown in Orissa.
[ଦ୍ର—ଅସଲ ନଇନ୍ତାଳ୍ ଆଳୁକୁ ଆଣି ଏ ଦେଶରେ ଲଗାଇବାକୁ ହେଲେ ତାକୁ 'କାଟେଣି' ବା କ୍ଷୁଦ୍ର କ୍ଷୁଦ୍ର ଚେକି କରି କାଟି ଲଗାଇବାକୁ ହୁଏ କିନ୍ତୁ ଉକ୍ତ କାଟେଣିଆଳୁ ଫସଲରୁ ଉତ୍ପନ୍ନ ଆଳୁ ବା 'କାଟେଣିଛୁଆ'କୁ ପରବର୍ତ୍ତୀ ଫସଲ ଲଗାଇ କାଟେଣି କରି ଆଉ ଲଗାଯାଇ ପାରେ ନାହିଁ 'କାଟେଣିଛୁଆ'କୁ ଗୋଟା ଗୋଟା କରି ଭୂଇଁରେ ପୋତିବାକୁ ହୁଏ]