Jump to content

କାଟ୍କୁଟ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟ୍କୁଟ୍
ଉଚ୍ଚାରଣ: Kāṭkuṭ
কাট্কুট্ का़टछीट

ଦେ. ବି. (ସହଚର) —

୧: ଲେଖା ଆଦି ସଂଶୋଧନ କରିବା ଉଦ୍ଦେଶ୍ୟରେ ଲେଖା ଉପରେ ଗାର ଟାଣିବା; କଟାକଟି — ୧. Scoring through old writings by way of correction.

ଜମାନବନ୍ଧ ସମସ୍ତ ପୁନର୍ବାର ଥରେ ଶୁଣି ମୁନସିଙ୍କ ପରାମର୍ଶ ଅନୁସାରେ କାଟ୍କୁଟ୍ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ ଫକୀରମୋହନ. ଛମାଣଆଠକୁଣ୍ଠ

୧: ଅସ୍ତ୍ରଚିକିତ୍ସା —୨. Surgical operation.

ଦେ. ବିଣ. —

ସଂଶୋଧନାର୍ଥ ଗାର ପକା ହୋଇଥିବା (ଲେଖା) କାଟକଟି ହୋଇଥିବା (ଲେଖା) —Scored through and corrected (writings)