Jump to content

କାଟ୍ଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଟ୍ଣୀ
ଉଚ୍ଚାରଣ: Kātn̄ī

ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ. (ସଂ. କର୍ତ୍ତନ) —

ବ୍ୟୟସଂକୋଚକାରିଣୀ (ସ୍ତ୍ରୀ) —(a woman) Making retrenchments in expenditure.