କାଟ୍ଯ
ଦେଖଣା
କାଟ୍ୟ —
ଉଚ୍ଚାରଣ: Kāṭya
(ଅକାଟ୍ୟ—ବିପରୀତ)
ସଂ. ବିଣ. (କଟ୍ ଧାତୁ+କର୍ମ. ୟ) —
୧: ଯୁକ୍ତିଦ୍ବାରା ଖଣ୍ଡନୀୟ; ଖଣ୍ଡିତ ହେବା ଯୋଗ୍ୟ — ୧. Fit to be refuted; refutable; fit to be answered or met by arguments.
୨: ପ୍ରତିକରଣୀୟ —୨. Remediable.
୩: କର୍ତ୍ତନୀୟ; ଛେଦନୀୟ —୩. Fit to be cut asunder.
୪: ଉଲ୍ଲଘଂନୀୟ; ଉପେକ୍ଷଣୀୟ — ୪. Fit to be disregarded.