Jump to content

କାଠକଇଞ୍ଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠକଇଞ୍ଚ
ଉଚ୍ଚାରଣ: Kāṭhakain̄cha

ଦେ. ବି. (ସଂ. କାଷ୍ଠ+କଚ୍ଛପ) —

ଏକ ପ୍ରକାର ସ୍ଥଳଚର କଇଞ୍ଚ —A species of tortoise living on land.

[ଦ୍ର—ଏ ସାଧାରଣତଃ ଜଙ୍ଗଲରେ ରହେ; କଲିକତା ଚିଡ଼ିଆଖାନାରେ କାଠକଇଞ୍ଚ ପଡ଼ିଆରେ ବିଚରଣ କରୁଥିବାର ଦେଖାଯାଏ ଏହାର ପିଠି ଜଳଚର କଇଞ୍ଚ ଅପେକ୍ଷା ବେଶି ଦେଉଳିଆ ଓ କୁଜା]