Jump to content

କାଠଗଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠଗଣ୍ଡି
ଉଚ୍ଚାରଣ: Kāṭhagaṇḍi

ଦେ. ବି —

୧: ଡାଳ ଓ ଚେର ଅଂଶ ବାଦ ଦିଆଯାଇଥିବା ବୃକ୍ଷର ମୋଟ ଓ ଲମ୍ବ ଅଂଶ —୧. The trunk of a dried tree; the part of a tree shorn of its branches and root.

୨: ଲମ୍ବ ଓ ମୋଟା କାଠଖଣ୍ଡ —୨. A log of wood.

ସତ୍ୟବାନ ଦେହୁଁ ଜୀବନ ୟହୁଁ ଗଲା କାଠଗଣ୍ଡି ପରି ଦେହ ପଡ଼ିଣ ରହିଲା କୃଷ୍ଣସିଂହ ମହାଭାରତ ବନ