Jump to content

କାଠଘୋଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠଘୋଡ଼ା
ଉଚ୍ଚାରଣ: Kāṭhaghoṟḍ̠ā
কাঠের ঘোড়া कट घौड़ा

ଦେ. ବି. (ସଂ. କାଷ୍ଠ+ଘୋଟକ) —

୧: କାଷ୍ଠନିର୍ମିତ କ୍ରୀଡ଼ନକ ଘୋଡ଼ା — ୧. A play horse made of wood; hobby.

ବାଇ ହୋଇଛୁ କି ବାଳୁତ ଭାଇ! କାଠଘୋଡ଼ା କି ପାଣି ପିଇ କାହାଣୀ ଗୀତ

୨: କାଠର ବେଞ୍ଚ —୨. A wooden bench with legs for keeping articles.