Jump to content

କାଠଛତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠଛତୁ
ଉଚ୍ଚାରଣ: Kāṭha chhatu
কাঠ ছাতা

ଦେ. ବି.—(ସଂ. କାଷ୍ଠ+ଛତ୍ରାକ) —

ପାଣିଖିଆ ପୁରୁଣା କାଠ ଉପରେ ଜନ୍ମିବା ଏକ ପ୍ରକାର ଛତୁ —A kind of mushroom growing on wood; polyporas.