କାଠପଟାଳି
ଦେଖଣା
କାଠପଟାଳି —
ଉଚ୍ଚାରଣ: Kāṭhapaṭāḻi
ଦେ. ବି. —
ଜଳପଥରେ ସ୍ଥାନାନ୍ତରକୁ ନିଆଯିବା ଦଉଡ଼ି ଆଦି ଦ୍ବାରା ଏକତ୍ର ସଂବଦ୍ଧ ବହୁ କାଷ୍ଠଖଣ୍ଡ — Logs of timber strung together and formed into a floating raft for being conveyed by water.