କାଠପତର
ଦେଖଣା
କାଠପତର —
ଉଚ୍ଚାରଣ: Kāṭhapatara
শালপাতা
सालपत्ता
ଦେ. ବି. —
ଶାଳୁଆ ଗଛର ପତ୍ର — Leaf of Ṡāḻa tree.
[ଦ୍ର—ଏ ପତ୍ର ଶୁଖିଗଲେ ମଧ୍ୟ ବହୁକାଳସ୍ଥାୟୀ ଓ ଟାଆଁସା ରହେ ଏଥିପାଇଁ ଏ ପତ୍ରରେ ମସଲା ଆଦି ରଖି ପୋଟଳା ବନ୍ଧାଯାଏ ଏବଂ ଗୁଡ଼ିଏ ପତ୍ରକୁ ଲଗାଲଗି କରି ସିଲେଇ କରି ଏହି 'ଖଲିପତର'ରେ ଲୋକେ ଭାତ ଆଦି କୁଢ଼ାଇ ଖାଆନ୍ତି ଓ ଏ କାଠପତରରେ ଦନା, ଠୋଲା ଆଦି ମଧ୍ୟ କରାଯାଏ]