କାଠବରଣ
ଦେଖଣା
କାଠବରଣ —
ଉଚ୍ଚାରଣ: Kāṭhabaraṇa
ঘ্রন, মেচতা বয়সফোড়া
बरा
ଗ୍ରା. ବି. (ସଂ. କାଷ୍ଠ ଓ ବ୍ରଣ) —
ଯୁବାକାଳରେ ମୁହଁରେ ବାହାରିବା ଟାଣୁଆ କ୍ଷୁଦ୍ର ବ୍ରଣବିଶେଷ; ବୟଃବ୍ରଣ — Pimple; varus; acne.
[ଦ୍ର—ଏଥିମଧ୍ୟରେ ଗୋଟିଏ ଖିଲପରି ସରୁଆ ଧଳା ଟାଣୁଆ ବସ୍ତୁ ଥାଏ; ବରଣକୁ ଚିପିଦେଲେ ଖିଲ ବାହାରିପଡ଼େ]