Jump to content

କାଠବେଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠବେଙ୍ଗ
ଉଚ୍ଚାରଣ: Kāṭhabeṅga
কাঠবেঙ্

ଦେ. ବି. (ସଂ. କାଷ୍ଠ+ବାଙ୍ଗ) —

ଏକପ୍ରକାର ବେଙ୍ଗ — A kind of leaping frog.

[ଦ୍ର—ଏମାନେ ଗଛର କୋରଡ଼ରେ ରହନ୍ତି ଏବଂ ସାଧାରଣ ବେଙ୍ଗ ଅପେକ୍ଷା ବେଶିଦୂର ଡିଅନ୍ତି]

ଏ ବିଚାର ନ କରନ୍ତି ଯେଉଁ ସ୍ତି ରୀଜନ, କାଠ ବେଙ୍ଗ କରି ତାକୁ ଜନ୍ମ କରେ ୟମ ସାରଳାମହାଭାରତ. ଆଦି