Jump to content

କାଠମୁଖା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠମୁଖା
ଉଚ୍ଚାରଣ: Kāṭhamukhā
কাঠেরমুখোস

ଦେ. ବି (ସଂ. କାଷ୍ଠ+ମୁଖ) —

କାଷ୍ଠନିର୍ମିତ ଛଦ୍ମ ମୁଖ; ଅସୁର, ମାଙ୍କଡ଼ଆଦିଙ୍କ ମୁହଁ ଅନୁକରଣରେ ପ୍ରସ୍ତୁତ ଓ ଚିତ୍ରିତ କାଠର ଆବରଣ; ୟାହାକୁ ମୁହଁ ଉପରେ ବାନ୍ଧି ୟାତ୍ରାବାଲାମାନେ ଭିନ୍ନ ଭିନ୍ନ ସୁଆଙ୍ଗ ଦେଖାନ୍ତି —A wooden mask for the face.