Jump to content

କାଠମୁହାଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠମୁହାଁ
ଉଚ୍ଚାରଣ: Kāṭhamuhāñ
কাঠমুখো
(କାଠମୁହୀଁ—ସ୍ତ୍ରୀ)

ଦେ. ବିଣ. ପୁଂ (ଲକ୍ଷଣାର୍ଥ) —

ନିଲ୍ଲଜ୍ଜ,; ବେହିୟା — Shameless.

ଦେ. ବି —

କାଠମୁଖା (ଦେଖ) — Kāṭhamukhā (See)