Jump to content

କାଠରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠରା
ଉଚ୍ଚାରଣ: Kāṭharā
কাঠরা

ଦେ. ବି —

କାଠରେ ଜିନିଷ ପ୍ରସ୍ତୁତ କରିବା ବ୍ୟକ୍ତି; ବଢ଼େଇ — Cabinet maker; Carpenter.

ପ୍ରାଦେ. (ସମ୍ବଲପୁର) ବି (ସଂ. କାଷ୍ଠହର; ତୁଳ. ବଂ କାଠରିୟା) —

କାଠୁରିୟା; ଯେ କାଠ ହାଣେ — Wood cutter.