Jump to content

କାଠହାବିଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠହାବିଳି
ଉଚ୍ଚାରଣ: Kāṭhahābiḻi
কাঠের হবেই लकाडिकि हवाइ

ଦେ. ବି. (ସଂ. କାଷ୍ଠ+ଫା. ହବାଇ) —

ଭିତର ଖୋଳାଯାଇ ଫମ୍ପା କରାଯାଇଥିବା କାଠର ନଳି ଭିତରେ ବାରୁଦ ପୁରାଯାଇ ତିଆରି କରା— ଯିବା ହାବିଳି ବାଣ —A kind of firework made by filling wooden tubes with gunpowder.