Jump to content

କାଠିଆବାଡ଼୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠିଆବାଡ଼୍
ଉଚ୍ଚାରଣ: Kāṭhiābāṟḍ̠
কাঠিআবাড় काठियाबाड़

ଦେ. ବି. (ନାମ) —

ଗୁଜରାଟ ଅନ୍ତର୍ଗତ ଦେଶବିଶେଷ — Kathiwad, a place noted for its fine breed of horses

[ଦ୍ର—ଏହା ଗୁଜରାଟର ପଶ୍ଚିମାଂଶ; ଏଠାର ଘୋଡ଼ା ଭାରତପ୍ରସିଦ୍ଧ ପୂର୍ବେ ଏହା ସୌରାଷ୍ଟ୍ରମଣ୍ଡଳର ଅନ୍ତର୍ଗତ ଥିଲା; ଏହାର ଅପର ନାମ କାଥିଆବାଡ଼୍ 'କାଥି' ନାମରେ ଏକ ଜାତି ଏଠାରେ ବାସ କରୁଥିଲେ ମରହଟ୍ଟାମାନେ ସେମାନଙ୍କୁ ଜୟ କରି ଉକ୍ତ ପ୍ରଦେଶ ଅଧିକାର କରିଥିଲେ, ମାତ୍ର ସୋମାନଙ୍କୁ ଶୌର୍ୟ୍ୟବୀର୍ୟ୍ୟରେ ମୋହିତ ହୋଇ ସେମାନଙ୍କ ନାମ ସ୍ମରଣାର୍ଥେ ଏ ପ୍ରଦେଶର ନାମ 'କାଥିଆବାଡ଼୍' ରଖିଲେ ମଦନମୋହନ—ତୀର୍ଥଦର୍ଶନ]