Jump to content

କାଠିଏ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠିଏ
ଉଚ୍ଚାରଣ: Kāṭhie

ଦେ. ବିଣ —

୧: ଅପରିମିତ — ୧. Immeasurable bodily power.

(ଯଥା—ତା ଦେହରେ କାଠିଏ ବଳ)

୨: ଅସଂଖ୍ୟ —୨. Countless.