କାଠିକୁଟା
ଦେଖଣା
କାଠିକୁଟା —
ଉଚ୍ଚାରଣ: Kāṭhikuṭa
ଦେ. ବି. (ସହଚର) —
ପକ୍ଷିମାନେ ବସା ନିର୍ମାଣ କରିବା ସକାଶେ ସଂଗ୍ରହ କରିବା କାଠି, କୁଟା ଆଦି ଉପକରଣ —୧. Pieces of straw and twigs collected by birds to build their nest with.
୨: କ୍ଷୁଦ୍ର କ୍ଷୂଦ୍ର କାଠିଖଣ୍ଡ — ୨. Small bits of wood and straw; twigs and straw.