Jump to content

କାଠିଝଲକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠିଝଲକା
ଉଚ୍ଚାରଣ: Kāṭhijhalakā

ଦେ. ବି (ବାଣିଆଶନ୍ଦ) —

ଉପର କାନର ସୁନା ଅଳଙ୍କାର— ବିଶେଷ (ଏଥିରେ ଥିବା ଫାସିଆରୁ ସୁନାର ସରୁ କାଠିମାନ ଝୁଲୁଥାଏ) —A kind of earring with pendants for the upper ear.