Jump to content

କାଠିପିଞ୍ଛ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠିପିଞ୍ଛ
ଉଚ୍ଚାରଣ: Kāṭhipin̄chha

ଦେ. ବି —

୧: ରାଜୋପକରଣବିଶେଷ; କାଠିନିର୍ମିତ ଚାମର— ବିଶେଷ —୧. Kind of chāmar used as a royal paraphernalia.

କେ ଛତ୍ର ଟେକିଛି କେହୁ ଚାମର ବିଞ୍ଚଇ, କେ କାଠିପିଞ୍ଛ ଧରିଣ ପଛରେ ପକାଇ ପୀତାମ୍ବର. ନୃସିଂହପୁରାଣ

୨: ହାଣ୍ଡି ମୁହଁରେ ବାଡ଼ ପରି ଦେଇ ଭାତ ଗାଳିବାପାଇଁ ବ୍ୟବହୃତ ତାଳ ମଢୁଆର ଗୋଛା —୨. A bunch of pliant palmleaf twigs used while pouring out water from the rice-boiling pot.