Jump to content

କାଠିଲାଗି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠିଲାଗି
ଉଚ୍ଚାରଣ: Kāṭhilāgi

ଦେ. ବି. (ରାଜା ଓ ଦେବତାଙ୍କ ପ୍ରତି ପ୍ରଯୁଜ୍ୟ) —

ଦେବତା ଓ ରାଜାମାନଙ୍କର ଦନ୍ତଧାବନ ନୀତି — The ceremony of cleansing the teeth of Rājās and Deities.

ଖଟଣୀ ସାମନ୍ତମାନେ ଉଚିତ ବିଧିବିଧାନେ କାଠିଲାଗି ମାଜଣା ସେବାକୁ ବସନ୍ତ ଦୀନକୃଷ୍ଣ