କାଠି ଉଠିବା
ଦେଖଣା
କାଠି ଉଠିବା —
ଉଚ୍ଚାରଣ: Kāṭhi uṭhibā
ଦେ. ବି. —
୧: ଗର୍ଭଣା ସଂକ୍ରାନ୍ତି ଦିନ ପୂଜା ହୋଇଥିବା ଗର୍ଭଣାଗନ୍ଥର ଡ଼ାଳକୁ ପୂଜାସ୍ଥାନରୁ ଉଠାଇ ନେଇ କ୍ଷେତରେ ପୋତିବା — ୧. The removal of the Garbhaṇā twig from the place of worship and planting it in the paddy field.
୨: ଲିଙ୍ଗର ଉଦ୍ରେକ — ୨. Erection of the penis.