Jump to content

କାଠି ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠି ମାରିବା
ଉଚ୍ଚାରଣ: Kāṭhi māribā

ଦେ. କ୍ରି —

୧: କୈଣସି ପଦାର୍ଥର ଅନ୍ତଃସ୍ଥ ଅଂଶର ଅବସ୍ଥା ପରୀକ୍ଷା କରିବା ସକାଶେ ତାହା ମଧ୍ୟରେ ସରୁ ବା ଶଳାକା ପ୍ରବେଶ କରାଇବା — ୧. To poke a twig into the inside of a thing to judge the condition of its contents.

୨: କାଠି ଦ୍ବାରା ଗୋଳାଇବା ବା ଘାଣ୍ଟିବା — ୨. To stir a liquid by means of a thin long reed.

ଦେ ବି. (ଶୁଭବାଚକ) —

କାଠି ଛୁଇଁବା; ସର୍ପ ଦଂଶନ — Snake bite.