Jump to content

କାଠୁଆ ମାଛ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠୁଆ ମାଛ
ଉଚ୍ଚାରଣ: Kāṭhuā māchha.

ଦେ. ବି. —

୧: ବାଲିଗରଡ଼ା (ମାଛ) (ଦେଖ) B Bāligaraṟḍ̠ā (fish) (See)

[ ଦ୍ର—ଏମାନେ ଅନ୍ୟ ମାଛମାନଙ୍କ ପରି ଚଞ୍ଚଳିଆ ନୁହନ୍ତି, ଏଥିପାଇଁ ସହଜରେ ଧରାପଡ଼ନ୍ତି]

୨: ଯେଉଁ ମାଛ ଖାଇବାକୁ ସୁସ୍ବାଦ ନୁହନ୍ତି — ୨. Fish which is not savoury to the taste.