Jump to content

କାଠେଁ କାଠେଁ ରହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠେଁ କାଠେଁ ରହିବା
ଉଚ୍ଚାରଣ: Kāṭheñ kāṭheñ rahbā

ପ୍ରାଦେ. (ସମ୍ବଲପୁର) କ୍ରି. —

୧: ନୀରବ ନିଶ୍ଚଳ ହୋଇ ରହିବା —୧. (like a log of wood) To be still; to keep quiet.

୨: କୌଣସି କାର୍ଯ୍ୟ କରିବାକୁ ପଶ୍ଚାଦ୍ପଦ ହେବା ବା ଅନିଚ୍ଛା ପ୍ରକାଶ କରିବା —୨. To express unwillingness to do a work; to hesitate; to waver.