Jump to content

କାଠ୍ କାଠ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠ୍ କାଠ୍
ଉଚ୍ଚାରଣ: Kāṭh kāṭh

ଦେ. ବିଣ. (ସଂ. କାଷ୍ଠ; କାଷ୍ଠପରି ଜଡ଼ ବା ଗତିହୀନ) —

୧: କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ; ଅନିଚ୍ଛୁକ; ପାରାଙ୍ମୁଖ —୧. Hesitating to do a work; shrinking from doing a work.

୨: ଥକ୍କା ଥକ୍କା; ଅଳସୁଆ — ୨. Idle; stationary; halting; not forward.

୩: କାଠ ପରି ଟାଣୁଆ; ହାଡ଼ୁଆ — ୩. Hard to the touch; tough.

୪: ନିରବ; ନିଶ୍ଚଳ, ନିଷ୍ପନ୍ଦ —୪. Still.