Jump to content

କାଠ ଚିରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଠ ଚିରିବା
ଉଚ୍ଚାରଣ: Kāṭha chiribā
কাঠচেরা; কাঠকাটা लकड़ि फाड़ना

ଦେ. କ୍ରି. —

୧: ବଡ଼ କାଠକୁ କୁରାଢ଼ି ଦ୍ବାରା ସାନ ସାନ କରି ଜାଳ ପାଇଁ ହାଣିବା — ୧. To cut wood into chips for fuel with the axe.

୨: କାଠ ଗଡ଼କୁ କରତଦ୍ବାରା ଫାଳେଇବା — ୨. To saw a log.