କାଡ଼େ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଡ଼େ
ଉଚ୍ଚାରଣ: Kāṟḍ̠e

ପ୍ରାଦେ. (ବାଲେଶ୍ବର; ମେଦିନୀପୁର) —

୧: କୁଆଡ଼େ କେଉଁ ଆଡ଼େ —୧. Where.

୨: କେଉଁ ଆଡ଼କୁ — ୨. Were to.

୩: କେଉଁ ଦିଗକୁ —୩. To which direction.