Jump to content

କାଢ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଢ଼
ଉଚ୍ଚାରଣ: Kāṟḍ̠ẖa

ଦେ. ବି. —

ଶାରୀରିକ କ୍ଷମତା; ବଳ; ଶକ୍ତି; ପରାକ୍ରମ; ସାମର୍ଥ୍ୟ — ୧. Physical strengt; bodily power; prowess.

୨: ପରିଶ୍ରମ —୨. Labour; exertion.

ଦେ. ବିଣ —

୧: ଶୁଖିଲା; ନୀରସ — ୧. Dry; sapless (Wilkins).

୨: କଢ଼ା ହୋଇଥିବା —୨. Taken out.