Jump to content

କାଢ଼ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଢ଼ଣ
ଉଚ୍ଚାରଣ: Kāṟḍ̠ẖaṇa

ଦେ. ବି —

୧: କାଢ଼ିବା ବା ପଦାକୁ ବାହାର କରିବା — ୧. Act of drawing out.

୨: ବଳଦ୍ବାରା ବା ଜୋର୍ରେ ଟାଣିବା — ୨. Act of drawing or attracting.