Jump to content

କାଢ଼ ଅଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଢ଼ ଅଦା
ଉଚ୍ଚାରଣ: Kāṟḍ̠ẖ adā

ଦେ. ବି —

୧: ଭୂମିରୁ ଉଦ୍ଧୃତ ବା କଢ଼ା ହୋଇଥିବା ଅଦାରୁ ପୃଥକ୍କୃତ ପୁରୁଣା ଅଦା ଖଣ୍ଡମାନ — ୧. The pieces of old ginger separated from the root of nwly shooting plants.

୨: ବିହନ ପାଇଁ ବଛା ହୋଇ ରଖାଯିବା ଅଦା ଛଡ଼ା ଅନ୍ୟ ଯେଉଁ ଅଦାକୁ ବିକ୍ରି ବା ବ୍ୟବହାର ପାଇଁ କାଢ଼ି ରଖାଯାଏ — ୨. Ginger taken out for use or sale after keeping pieces for seeds.

[ଦ—ପୋତା ହୋଇଥିବା ଅଦାଖଣ୍ଡରୁ ଚେର ଓ ଗଜା ବାହାରି ଭୂମିରେ ଚାରା ଗଛର ଚେର ଲାଗି ଗଲେ ତା ମୂଳରେ ଥିବା ପୁରୁଣା ଅଦାକୁ କାଟି କାଢି ଆଣନ୍ତି ସେହି ଅଦାକୁ କାଢ଼ ଅଦା ବୋଲାଯାଏ]