କାଢୁଆ
ଦେଖଣା
କାଢୁଆ —
ଉଚ୍ଚାରଣ: Kāṟḍ̠ẖuā
ଦେ. ବିଣ. (ସଂ. କାରୁ=ଶିଳ୍ପୀ) —
୧: ପରିଶ୍ରମୀ —୧. Laborious.
୨: କର୍ମକୁଶଳ —୨. Pert; skilful.
୩: ବଳୁଆ; ଶକ୍ତିଶାଳୀ; ପରାକ୍ରାନ୍ତ — ୩. Strong; powerful, mighty.
୪: ଜବରଦସ୍ତ —୪. Forcible; using force.
୫: ଯେ କାଢ଼େ (କାଢ଼ିବା ଦେଖ) ୫. One who snatches away or brings out or cleanses (See under Kāṟḍ̠ẖibā for different meanings).