କାଣା
ଦେଖଣା
କାଣା —
ଉଚ୍ଚାରଣ: Kāṇā
ସଂ. ବିଣ. ସ୍ତ୍ରୀ —
କାଣର ସ୍ତ୍ରୀଲିଙ୍ଗ — Feminine of Kāṇa.
ପ୍ରାଦେ. (ସମ୍ବଲପୁର) ବି. ଓ ବିଣ —
କଣା (ଦେଖ) ka&ntod;ā (See)
ପ୍ରାଦେ. (ସମ୍ବଲପୁର) ସର୍ବନାମ (ସଂ. କିମ୍ ଶବ୍ଦ) —
କଅଣ; କିସି —What.
କାଣା —
ଉଚ୍ଚାରଣ: Kāṇā
ସଂ. ବିଣ. ସ୍ତ୍ରୀ —
କାଣର ସ୍ତ୍ରୀଲିଙ୍ଗ — Feminine of Kāṇa.
ପ୍ରାଦେ. (ସମ୍ବଲପୁର) ବି. ଓ ବିଣ —
କଣା (ଦେଖ) ka&ntod;ā (See)
ପ୍ରାଦେ. (ସମ୍ବଲପୁର) ସର୍ବନାମ (ସଂ. କିମ୍ ଶବ୍ଦ) —
କଅଣ; କିସି —What.