Jump to content

କାଣିଆଙ୍ଗୁଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣିଆଙ୍ଗୁଠି
ଉଚ୍ଚାରଣ: Kāṇiāṅguṭhi
কড়েআঙ্গুল कनगुरिआछिङ्गुल

ଦେ. ବି (ସଂ. କନିଷ୍ଠ ଓ ଅଙ୍ଗୁଷ୍ଠି) —

ହାତ ଓ ଗୋଡ଼ର ସବ୍ବା ସାନ ଆଙ୍ଗୁଳି; କନିଷ୍ଠାଙ୍ଗୁଳି — The little finger of the hand or foot.

ଡାହାଣ ପାଦ କାଣିଆଙ୍ଗୁଠିଗୋଟି ବାଜି, ସାତ ଯୋଜନ ପର୍ବତଶୃଙ୍ଗ ଗଲା ଭାଜି ସାରଳା. ମହାଭାରତ. ଆଦ୍ୟ