କାଣିକଉଡ଼ା
ଦେଖଣା
କାଣିକଉଡ଼ା —
ଉଚ୍ଚାରଣ: Kāṇikauṟḍ̠ā
ଦେ. ବି. —
ଚତୁର୍ମାସ୍ୟାରେ ବାଡ଼ ଆଦିରେ ମାଡ଼ିବା ଲତା— ବିଶେଷ —A wild creeper.
[ ଦ୍ର—ଏହାର ଫୁଲ ଆଙ୍ଗୁଠି ପରି ଫୁଲର ଭିତର କାଳା ଏହାର ଫଳକୁ ଗଞ୍ଜାମର ଗରିବ ଲୋକ ତରକାରି କରନ୍ତି]