Jump to content

କାଣିକଛା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣିକଛା
ଉଚ୍ଚାରଣ: Kāṇikachhā

ଦେ. ବି. —

ଓଡ଼ିଆ ସ୍ତ୍ରୀଲୋକମାନେ ଏକଘେର କରି ପିନ୍ଧ— ଥିବା ଲୁଗାର ଯେଉଁ କାନିକୁ ପଛଆଡ଼େ ଖୋସି ଲୁଗା ପିନ୍ଧନ୍ତି —The end of the cloth tuckrd down and taken up towards the back- side by females.