କାଣିଚିଆ
ଦେଖଣା
କାଣିଚିଆ —
ଉଚ୍ଚାରଣ: kāṇichiā
ଦେ.ବିଣ. —
୧: ଅତି କ୍ଷୁଦ୍ର; ଅତି ସାମାନ୍ୟ — ୧. Very small; very slight.
୨: କ୍ଷୁଦ୍ର କଣାବିଶିଷ୍ଟ — ୨. Consisting of very small particles.