Jump to content

କାଣିନଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣିନଳ
ଉଚ୍ଚାରଣ: Kāṇinaḻa
কাঠাকালি

ଦେ. ବି —

ଜମିର କ୍ଷେତ୍ରଫଳ ବାହାର କରିବାର ନିୟମ— ବିଶେଷ —A rule of extracting the area of fields by taking the lenght and breadth measure in Biṡwās and Kāṇis.

[ଦ୍ର—ଏଥିରେ ପଦିକାଳ=୪: ବିଶ୍ବା ଓ ବିଶ୍ବାକ=୪: କାଣି ହୁଏ ଓଡ଼ିଶାରେ ଅତି ପ୍ରାଚୀନକାଳରୁ କ୍ଷେତ୍ରଫଳ ବାହାର କରିବାରେ ଅବଲମ୍ବିତ ସୂତ୍ର— ପଣକୁ ପଣ ପାଞ୍ଚ କଡ଼ା ମାଗଣ, ପଣ ଗଣ୍ଡା ଅଷ୍ଟ ଦାଢ଼ ଗଣ୍ତା ଗଣ୍ଡା ଅଷ୍ଟ ବିଦାଢ଼ ହୁଅଇ, ପଣ କଡ଼ା ବେନି ଦାଢ଼ ଏହିରୂପେ ଗଣ୍ଡା କଡ଼ାକୁ ଗୁଣିଲେ, ହୁଅଇ ବିଦାଢ଼ ବେନି, କଡ଼ାକୁ କଡ଼ରେ ଗୁଣିଲେ ଜାଣିବ ବିଦାଢ଼ର ଅର୍ଦ୍ଦ ଘେନି ବିଂଶ ବିଦାଢ଼ରେ ଦାଢ଼କ ହୁଅଇ କଡ଼ାକ ବତିଶ ଦାଢ଼ା ନଳ କ୍ରୟ ବିକ୍ରି ଦଶନ୍ଧି ଗୁଣାଣ ସମସ୍ତଙ୍କ ପାଇଁ ଲୋଡ଼ା କାହାଣ ସଙ୍ଗତେ ୟାହାକୁ ଗୁଣିବ ମୂଳ ତାର ସେହି ହୁଏ, ଓଝା କରଣଙ୍କ ପ୍ରଯୋଜନ ଅର୍ଥେ ଲୀଳାବତୀସୂତ୍ର କହେ]