Jump to content

କାଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଣୀ
ଉଚ୍ଚାରଣ: Kāṇī
কানী कानी

ଦେ. ବିଣ. ସ୍ତ୍ରୀ. (ସଂ. କାଣୀ) —

ଏକଚକ୍ଷୁ ନ ଥିବା ସ୍ତ୍ରୀ One eyed (woman)

ଦାନ୍ତୁରୀ କାଣୀ ହସିଲା କାନ୍ଦିଲା କିଛି ନ ଜାଣି ଢ଼ଗ